ଦୁର୍ବଳ ହେଉଛି ବାତ୍ୟା ଜୱାଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ । ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହୋଇଯିବ ବାତ୍ୟା ବୋଲି ସୂଚନା ଦେଇଛନ୍ତି IMD DG ମୃତୁଂଜୟ ମହାପାତ୍ର ।ଦିଗ ପରିବର୍ତ୍ତନ କରି ବାତ୍ୟା ଉତ୍ତର ଦିଗରେ ଗତି କରୁଛି । ଅବପାତ କିମ୍ବା ଗଭୀର ଅବପାତ ରୂପରେ ଓଡ଼ିଶା ଉପକୂଳରେ ପହଞ୍ଚିବ ।ଓଡ଼ିଶା ଉପକୂଳରେ ପବନ ର ବେଗ ସର୍ବାଧିକ ୭୫ କିମି ରହିବ । ତେବେ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ।

powered by social2s