ପାରାଦୀପରେ ୮୨ ମିମି ବର୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପାରାଦୀପରେ ବର୍ତମାନ ସୁଦ୍ଧା ସର୍ବାଧିକ ୮୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ପୁରୀରେ ୪୫ ମିମି ଓ ଗୋପାଳପୁରରେ ୪୩ ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ଆସନ୍ତାକାଲି କମିବ ବର୍ଷାର ପରିମାଣ। ତେବେ ବର୍ଷାରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।

powered by social2s