ରାତି ୧୧:୩୦ ସୁଦ୍ଧା ଗଭୀର ଅବପାତର ରୂପ ନେବ ଜୱାଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦୁର୍ବଳ ହେବାରେ ଲାଗିଛି ଜୱାଦ । ଆଜି ରାତି ୧୧:୩୦ ସୁଦ୍ଧା ଗଭୀର ଅବପାତ ର ରୂପ ନେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।ଆସନ୍ତା କାଲି ମଧ୍ୟାହ୍ନ ରେ ତ୍ରିବ ଆବପାତ ର ରୂପ ନେଇ ପୁରୀ ଉପକୂଳ ଛୁଇଁବ । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୬୦ ରୁ ୭୦ କିମି ରହିପାରେ । ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଜିଲ୍ଲାରେ ଚାଷ ବିଶେଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି ।

powered by social2s