୧୨ ଘଣ୍ଟା ରହିବ ବର୍ଷାର ପ୍ରଭାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଆଉ ୧୨ ଘଣ୍ଟା ଯାଏଁ ରହିବ ବର୍ଷାର ପ୍ରଭାବ। ଆଗାମୀ ୩ ଘଣ୍ଟା ମଧ୍ୟରେ ପୁରୀ ଉପକୂଳ ନିକଟତର ହେବ ବାତ୍ୟା। ଏହା ପରେ ମଧ୍ୟରାତ୍ରୀ ସୁଦ୍ଧା ପଶ୍ଚିମବଙ୍ଗରେ ପହଞ୍ଚିବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତୁଞ୍ଜୟ ମହାପାତ୍ର। ମହାପାତ୍ର କହିଛନ୍ତି ଯେ କାଲିଠୁ ରାଜ୍ୟରେ ଶୁଖିଲା ପାଗ ଦେଖିବାକୁ ମିଳିବ ।

powered by social2s