ଭୁବନେଶ୍ୱର: ଗଭୀର ଅବପାତରୁ ଅବପାତର ରୂପ ନେଲା ବାତ୍ୟା। ଏବେ ଏହା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି।
ପୁରୀ ଠାରୁ ୫୦ କିଲୋମିଟର ଦୂରରେ ରହିଛି ଅବପାତ।
ଜୱାଦ ପ୍ରଭାବରେ ପାରାଦୀପରେ ସର୍ବାଧିକ ୨୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।
powered by social2s