ଯାଜପୁର କସ୍ତୁରୁବା ହାଇସ୍କୁଲର ୯ ଛାତ୍ରୀଙ୍କୁ କରୋନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରା କସ୍ତୁରୁବା ହାଇସ୍କୁଲର ୯ ଜଣ ଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସମସ୍ତ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇ ଚାଲିଛି ଚିକିତ୍ସା ବିଦ୍ୟାଳୟର ମୋଟ ଛାତ୍ରୀ ସଂଖ୍ୟା ୧୯୫ । ଷଷ୍ଠ ଓ ନବମ ଶ୍ରେଣୀର ୯ ଜଣ ଛାତ୍ରୀ ପଜିଟିଭ ହୋଇଥିବା ଜଣାପଡ଼ିଛି।

powered by social2s