ବିଡିଏ ଫେରାଇବ ସର୍ବକ୍ଷମା ଯୋଜନା ରେ ଅଧିକ ଫାଇନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: ସର୍ବକ୍ଷମା ଯୋଜନାରେ ଅଧିକ ଫାଇନ ଫେରାଇବ ଭୁବନେଶ୍ୱର ଡେଭଲ୍ପମେଣ୍ଟ ଅଥରିଟି( ବିଡିଏ) ।
 
ଡିସେମ୍ବର ୩୧ସୁଦ୍ଧା ଅର୍ଥ ଫେରାଇବାକୁ ନିଷ୍ପତ୍ତି ନିଆଯାଇଛି। 
ଏକ୍ସେସ୍ କମ୍ପାଉନ୍ ଫି ଫେରସ୍ତ ପାଇବା ନିମନ୍ତେ ଆବେଦନ ର ଶେଷ ତାରିଖ ଡିସେମ୍ବର ୧୦ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ।
powered by social2s