କଳାହାଣ୍ଡିରେ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କଳମପୁର ପାତ୍ରବସା ନିକଟରେ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ର ଡ଼୍ରାଇଭର ଓ ହେଲପର ଅଳ୍ପକେ ବଞ୍ଚି ଯାଇଥିବା ସୂଚନା ମିଳିଛି । ରୋଗୀ ଆଣିବାକୁ ଯିବା ବେଳେ ବିଳମ୍ବିତ ରାତିରେ ଡ୍ରାଇଭର ଭାରସ୍ୟାମ ହରାଇବାରୁ ଏହି ଦୁର୍ଘଟଣା ଘଟିଛି ।

powered by social2s