କଟକ: କଟକ ରେଳ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଥିବା ଜଣାପଡ଼ିଛି। ଚୌଦ୍ୱାର ଚାରବାଟିଆକୁ ପ୍ରଶିକ୍ଷଣ ପାଇଁ ଆଉ ୧୫୦ ଯବାନଙ୍କ ସହି ଦିଲ୍ଲୀରୁ ଆସିଥିଲେ ଟେନଜିନ୍ ଗାୱା ।
ଯବାନ ଜଣକ ନିଖୋଜ ହେବା ନେଇ ଜିଆରପି ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ତେବେ ଟେନଜିନ୍ ଙ୍କୁ କିଏ ଅପହରଣ କରି ନେଲା ନା ସେ ନିଜ ଇଚ୍ଛାରେ କେଉଁ ଆଡେ ଚାଲିଯାଇଛନ୍ତି ତାହା ଜଣାପଡ଼ିନାହିଁ।
powered by social2s

