ଭୁବନେଶ୍ୱର: ଆଟ୍ ରିକ୍ସ ଦେଶରୁ ଓଡିଶା ଫେରିଥିବା ବ୍ୟକ୍ତି ଙ୍କ ମଧ୍ୟରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ପଜିଟିଭ ଚିହ୍ନଟ ହୋଇଥିବା ୪ ନମୁନା ଜେନମ୍ ସିକ୍ବେସିଙ୍ଗ ପାଇଁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ଗତକାଲି ସନ୍ଧ୍ୟା ସୁଧ୍ୟା ଆଟ୍ ରିକ୍ସ ଦେଶରୁ ରାଜ୍ୟକୁ ଆସିଛନ୍ତି ୯୮୨ ଜଣ ବ୍ୟକ୍ତି।
powered by social2s

