କଟକ ରେଳ ଷ୍ଟେସନରୁ ୨୦ ଲକ୍ଷ୍ୟ ଟଙ୍କା ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ରେଳ ଷ୍ଟେସନରୁ ବିପୁଳ ପରିମାଣର ନଗଦ ୨୦ ଲକ୍ଷ୍ୟ ଟଙ୍କା ଜବତ ହୋଇଛି। ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଟଙ୍କା ନେଇ ଯାଉଥିବା ବ୍ୟକ୍ତି ଏ. କେ. ସ୍ବାଇଁଙ୍କୁ RPF ଅଟକ ରଖିଥିବା ସୂଚନା ମିଳିଛି। କାହା ପାଖକୁ ଟଙ୍କା ପଠାଯାଉ ଥିଲା ଉତ୍ତର ଦେଇ ପାରୁନାହାନ୍ତି ସ୍ବାଇଁ।

powered by social2s