ସେନାର ହେଲିକପ୍ଟର ଦୁର୍ଘଟଣାରେ CDS ବିପିନ ରାୱତଙ୍କ ମୃତ୍ୟୁରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ସେନାର ହେଲିକପ୍ଟର ଦୁର୍ଘଟଣାରେ CDS ବିପିନ ରାୱତ ଙ୍କ ମୃତ୍ୟୁରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ୧୩ ଜଣ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କହିଲେ ଯେ ଦେଶ ପାଇଁ ଏହା ଏକ ଅପୁରଣୀୟ କ୍ଷତି। 

 

ତାମିଲନାଡୁର କୁନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ ବିପିନ ରାୱତଙ୍କର ପରଲୋକ ହୋଇଛି। 

powered by social2s