ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ( ବିଏମସି) ଅଞ୍ଚଳରେ ଏଯାବତ ୨୭ ଲକ୍ଷ ୩୩୩ ଜଣ ନେଲେଣି କୋଭିଡ଼ ଟିକା। ୧୪ ଲକ୍ଷ ୧୫ ହଜାର ୫୦୬ ଜଣ ପ୍ରଥମ ଡୋଜ ନେଇଛନ୍ତି। ସେହିପରି ୧୨ ଲକ୍ଷ ୮୭ ହଜାର ୮୨୭ ଜଣ ଦ୍ୱିତୀୟ ଡୋଜ କୋଭିଡ଼ ଟିକା ନେଇଥିବା ସୂଚନା ମିଳିଛି।
powered by social2s