କେନ୍ଦୀୟ ବିଦ୍ୟାଳୟ-୧ ର ୧୦ ରୁ ଅଧିକ ଶିକ୍ଷକ କୋଭିଡ଼ ପଜିଟିଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କେନ୍ଦୀୟ ବିଦ୍ୟାଳୟ-୧ ର ୧୦ ରୁ ଅଧିକ ଶିକ୍ଷକ କୋଭିଡ଼ ପଜିଟିଭ ହୋଇଥିବା ସୂଚନା ମିଳିଛି। ଲକ୍ଷଣ ଦେଖାଯିବାରୁ ହୋଇଥିଲା ଅରଟିପିସିଆର୍ ଟେଷ୍ଟ, ପରେ ରିପୋର୍ଟ ପଜେଟିଭ ଆସିଥିବା ଜଣାପଡ଼ିଛି। କୋଭିଡ଼ ନିୟମ ଅନୁଯାୟୀ ସ୍କୁଲରେ ୧୦ ମ ଶ୍ରେଣୀ ପରୀକ୍ଷା ଚାଲିଛି। ଅନ୍ୟ ସମସ୍ତ ଅଫ୍ ଲାଇନ କ୍ଲାସ ବନ୍ଦ ହୋଇ ଅନଲାଇନରେ ଚାଲୁ ରହିଛି।

powered by social2s