ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଫତେପୁର ଗାଁ ନିକଟ ସମୁଦ୍ର କୂଳରେ ଲାଗିଥିଲା ଏକ ବିଶାଳକାୟ ତିମି ମାଛ । ଗତକାଲି ତିମି ଟି କୂଳରେ ଲାଗିଥିବା ବେଳେ ଜୀବନ୍ତ ଥିଲା ,ଏବେ ତାର ମୃତୁ ହୋଇସାରିଛି । ତିମିର ଲମ୍ବ ୪୦ ରୁ ୪୫ ପୁଟ, ଗୋଲେଇ ୫୦ ପୁଟ ଏବଂ ଓଜନ ୨୦ ଟନ୍ ରୁ ଅଧିକ ହେବ ବୋଲି ମତ୍ସଜୀବୀ ମାନେ କହିଛନ୍ତି ।
powered by social2s

