ଅନିର୍ଦ୍ଦିଷ୍ଟକାଳ ଯାଏଁ ଓଡ଼ିଶା ବିଧାନସଭା ମୁଲତବୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡ଼ିଶା ବିଧାନସଭା।
 
୧୭ ଟି କାର୍ଯ୍ୟଦିବାସ ପୂର୍ବରୁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
 
୯ ଦିନରେ ମୋଟ ଦୁଇ ଘଣ୍ଟା ବି ଚାଲିପରିଲାନି ଗୃହ, ଗୋଟିଏ ଦିନ ବି ଚାଲି ପାରିନି ପ୍ରଶ୍ନକାଳ।
 
ମୁଲତବୀ ପୂର୍ବରୁ ବିଧାନସଭାରେ ସାମାଜିକ କ୍ଷେତ୍ର, ଅର୍ଥନୈତିକ କ୍ଷେତ୍ର ଓ ରାଜସ୍ବ କ୍ଷେତ୍ର CAG ରିପୋର୍ଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ।
powered by social2s