ସୁନ୍ଦରଗଡରେ ଜଙ୍ଗଲରୁ ୩ ଟି ଲ୍ୟାଣ୍ଡମାଇନ୍ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ସରାଣ୍ଡ୍ ଜଙ୍ଗଲରୁ ୩ ଟି ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ସୋୟୋମ୍ଭା - ପୁରନା ପାଣି ଜଙ୍ଗଲ ରାସ୍ତାରେ ଅପରେସନ ବେଳେ CRPF ଯବାନ ଙ୍କୁ  ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିଛାଇଥିଲେ ମାଓବାଦୀ ।୩ ଟି ଲ୍ୟାଣ୍ଡମାଇନ ଙ୍କୁ ଢ଼ାବ କରିଥିଲା ସନ୍ଧାନି କୁକୁର

powered by social2s