ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଶୁଭ ସ୍ତମ୍ଭ ସ୍ଥାପନ ସ୍ତଗିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ବରଗଡ଼: ଜାନୁଆରୀ ୭ ରୁ ୧୭ ତାରିଖ ଯାଏଁ ହେବାକୁ ଥିବା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ  ସୁଭସ୍ତମ୍ଭ ସ୍ଥାପନ ସ୍ତଗିତ ରଖିବା ପାଇଁ  ଧନୁ ଯାତ୍ରା କମିଟି ବୈଠକ ରେ ନିଷ୍ପତି ନିଆଯାଇଛି ।ନୂଆବର୍ଷରେ ସରକାରଙ୍କ ନୂଆ ଗାଇଡ ଲାଇନ ଆସିବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ସୂଚନା ଦେଲେ ବରଗଡ଼ ଜିଲ୍ଲାପାଳ ମୋନିଶା ବାନାର୍ଜୀ ।

powered by social2s