ଆଜିଠୁ ଇଣ୍ଡିଆନ ଅଏଲ ଡିପୋରୁ ତୈଳ ପରିବହନ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଅଲ ଓଡ଼ିଶା ତୈଳ ଟ୍ୟାଙ୍କର ସଙ୍ଘ ପକ୍ଷରୁ ଆଜିଠୁ ଇଣ୍ଡିଆନ ଅଏଲ ଡିପୋରୁ ତୈଳ ପରିବହନ ବନ୍ଧ ରଖାଯାଇଛି। ଜଟଣୀ, ବାଲେଶ୍ଵର, ପାରାଦୀପ ଓ ଝାରସୁଗୁଡ଼ା ଡିପୋରୁ ପରିବହନ ବନ୍ଦ ରହିଛି। ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଓ ମନମୁଖୀ ପରିଚାଳନା ଅଭିଯୋଗରେ ବନ୍ଦ ନିଷ୍ପତ୍ତି ନିଆଯାଇଛି।

powered by social2s