ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଆଉ ୪ ମାସ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ। 
 
୨୦୨୨ ମାର୍ଚ୍ଚ ଯାଏଁ ଅତିରିକ୍ତ ଚାଉଳ ପାଇବେ ୯.୧୫ ଲକ୍ଷ ହିତାଧିକାରୀ।
 
ଚାଉଳ ଯୋଗାଣ ପାଇଁ ଓଡ଼ିଶା ସରକାର ଖର୍ଚ୍ଚ କରିବେ ୬୮.୧୩ କୋଟି ଟଙ୍କା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
 
୨.୮୮ ଲକ୍ଷ ପରିବାର ମାଗଣାରେ ପାଇବେ ୫ କେଜି ଲେଖାଏଁ ଚାଉଳ। ଜାତୀୟ ଯୋଜନାରେ ହିତାଧିକାରୀଙ୍କ ଭଳି ସମାନ ସୁବିଧା ଦେବାକୁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।
powered by social2s