ଭୁବନେଶ୍ୱର: ରାଜ୍ୟସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟର ଉଦଯାପନ ଦିବସରେ ୧ଟି ଡବଲ ଫାଇନାଲ ଓ ୩୨ଟି ଶୀଙ୍ଗିଲ ମ୍ୟାଚ ସେମିଫାଇନାଲ ଓ ଫାଇନାଲ ମିଶି ଅନୁଷ୍ଠିତ ହୋଇଯାଇଛି।
ଡବଲ ରେ ଯେ ପି ଦାସ, ପ୍ରଦୀପ କୁମାର ଚମ୍ପିଆନ ଓ ସୀଙ୍ଗିଲ ରେ ଭି ଆକାଶ ଚମ୍ପିଅ।ନ ହୋଇଥିଲେ।
ଆଜି ମୁଖ୍ୟ ଅତିଥି ଭାବେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସହିଦ ନଗର ଦୂର୍ଗା ପୂଜା ସମିତି ସମ୍ପାଦକ ନାରାୟଣ ମହାପାତ୍ର, ମା ଭୁବନେଶ୍ଵରୀ କ୍ଲବ ସଭାପତି ଉମାନାଥ ମିଶ୍ର, ସମ୍ପାଦକ ଚନ୍ଦନ ରାୟ ପଟ୍ଟନାୟକ, ଉପଦେଷ୍ଟା ବିଭୁଦତ୍ତ ଦାସ, ମଳୟ ରଞ୍ଜନ ମହାପାତ୍ର, ଗୋପାଳ କୃଷ୍ଣ ମହାନ୍ତି, ଶ୍ରୀନିବାସ ରାଓ, ସତିଶ ରଞ୍ଜନ ସାମନ୍ତରାୟ, କାଲି ନାରାୟଣ ପଟ୍ଟନାୟକ ଅଚ୍ୟୁତ ପ୍ରସାଦ ବେହେରା, ସଞ୍ଜୟ ଦାସ,ଓ କ୍ଲବ ର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ।
ଆଜିର ଖେଳ ଗୁଡ଼ିକୁ ସୁନିଲ ପଟନାୟକ ଙ୍କ ନେତୃତ୍ଵରେ, ଲକ୍ଷ୍ମୀକାନ୍ତ ମିଶ୍ର ଓ ବି ବି ସେନାପତି ପରିଚାଳନା କରିଥିଲେ। ମ୍ୟାଚ ଗୁଡ଼ିକରେ ଭୁବନେଶ୍ୱର, ଖୋର୍ଦ୍ଧା, ବାଙ୍କୀ ସୁନ୍ଦରଗଡ଼, ଜଟଣୀ, କଟକ ଓ ଏଜି ଅଫିସ ର ପ୍ରତିଯୋଗୀ ମାନେ ଖେଳିଥିଲେ।
ରାଜ୍ୟସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ଉଦଯାପିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

