ମୟୁରଭଞ୍ଜରେ ୪୦ ଛାତ୍ରୀ କୋଭିଡ ପଜିଟିଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଉଦଳା: ମୟୁରଭଞ୍ଜ ଜିଲ୍ଲା କପତିପଦା କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ୪୦ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ୮୦ ଜଣ ଛାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା, ତାଙ୍କ ଭିତରୁ ୪୦ ଜଣଙ୍କ ନମୁନା ପଜିଟିଭ ଆସିଛ। ଏହା ପରେ ବିଦ୍ୟାଳୟରେ ପହଞ୍ଚିଛନ୍ତି ଏକ ଡାକ୍ତରୀ ଦଳ।

powered by social2s