କେନ୍ଦୁଝରରେ ୫ ଟି ଘର ଭାଙ୍ଗିଲେ ହାତୀପଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ହାତୀପଲ ୫ ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏକ ୨୬ ଟିକିଆ ହାତୀପଲ ଜନବସତିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ମଙ୍ଗଳପୁର, କୁଣ୍ଡଳ, ମିରିଗିଖୋଳି ଓ ଡୁମୁରିଆ ଅଞ୍ଚଳରେ ଫସଲ ନଷ୍ଟ ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ପକ୍ଷରୁ ହତିପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି।

powered by social2s