କଟକବାସୀଙ୍କୁ ୧୫୬୭ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: କଟକବାସୀଙ୍କୁ ଆଜି ୧୫୬୭ କୋଟିର ସତାଧିକ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

କଟକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଣ୍ଟନ ର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। 

 

ଉତ୍ସବରେ ଉଦବୋଧନ ଦେଇ ନବୀନ କହିଲେ ଯେ କଟକ ବଡ଼ ଡାକ୍ତରଖାନାକୁ ଏମସ ପ୍ଲସ କରିବାକୁ ଉଦ୍ୟମ ଜାରି ରହିଛି। 

 

SCB ମେଡିକାଲ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମଇଲଖୁଣ୍ଟ ହେବ।

 

powered by social2s