ବାଲିଗୁଡା: କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ କାରାଗାର ରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଥିବାର ସୂଚନା ମିଳିଛି।ଫେରାର କଏଦୀ ବ୍ରାହ୍ଣଣୀ ଗାଁ ର ଟୂକୁନା ମଲ୍ଲିକ ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେଲା ଜେଲ୍ ରେ ଥିଲା।କଏଦୀ ଫେରାର ହେବା ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ।
powered by social2s

