ବାଲିଗୁଡା: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି ଶୀତ ଲହରୀ। ବାଲିଗୁଡାରେ ୨ ଦିନରେ ୪ ଡିଗ୍ରୀ ତଳକୁ ଖସିଛି ପାରଦ।
ଦାରିଙ୍ଗବାଡିର ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ ହୋଇଛି।
powered by social2s