ଭୁବନେଶ୍ୱର: ଆଜିଠୁ BSKY ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ଼, ଭିସିରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନୟାଗଡ଼ର ୨ଲକ୍ଷ ୨୩ ହଜାର ୬୦ ପରିବାରକୁ ମିଳିବ ସ୍ମାର୍ଟ କାର୍ଡ, ଉପକୃତ ହେବେ ୭,୭୦,୭୬୭ ଜଣ ହିତାଧିକାରୀ।ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ନବୀନ । ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ୮୫.୩୫ କୋଟି ଟଙ୍କାର ୧୫୧ ଟି ପ୍ରକଳ୍ପର ଉଦ୍ଘାଟନ ବି କଲେ।
powered by social2s

