ଭୁବନେଶ୍ୱର: ରାତି ୧୦ଟା ପରେ ଡିଜେ ବାଜିଲେ କିମ୍ବା ବାଣ ଫୁଟିଲେ କମିଶନରେଟ ପୋଲିସ କୁ ଜଣାଇବାକୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ହେଲ୍ପ ଲାଇନ ନମ୍ବର ୦୬୭୪-୨୫୪୦୨୯୪ ଜାରି କରିଛନ୍ତି ପୋଲିସ। ଭୁବନେଶ୍ୱରରେ ରହିଥିବା ବରିଷ୍ଠ ନାଗରିକ, ପ୍ରସୁତି ଓ ଛୋଟ ପିଲାଙ୍କ ସୁବିଧା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି।
powered by social2s

