ସୁନୀଲ କୁମାର ବଂଶଲ ହେଲେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସୁନୀଲ କୁମାର ବଂଶଲ ହେଲେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ। ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ ବଂଶଲ । ଏବେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦେଶକ ଅଛନ୍ତି ସୁନିଲ। ୧୬ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ୨୦୨୨ ଜୁନ୍ ଯାଏଁ ଦାଇତ୍ଵ ତୁଲାଇବେ ନୂଆ ଡିଜିପି ସୁନିଲ ବଂଶଲ।

powered by social2s