ଭୁବନେଶ୍ୱର: ଓଡ଼ିଶାର ୫ ଟି ଜିଲ୍ଲା-ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଓ ସମ୍ବଲପୁର-ମାଓ ମୁକ୍ତ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବରିଷ୍ଠ ଆଇପିଏସ ସମ୍ମିଳନୀର ଉଦଯାପନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୋଲିସର ପଦକ୍ଷେପକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।
ସେ କହିଲେ ଯେ ନିଶା କାରବାର ବିରୋଧୀ ଅଭିଯାନକୁ ସହରାଞ୍ଚଳରେ ଆହୁରି ଜୋରଦାର କରିବାକୁ ହେବ।
powered by social2s

