ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ ହବ୍ 'ଓ-ହବ୍’ ଉଦଘାଟିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ବିଶ୍ୱସ୍ତରୀୟ ଷ୍ଟାର୍ଟଅପ ହବ୍ 'ଓ-ହବ୍’ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ପଟିଆ ଏସିଇଜେଡ ଠାରେ ଷ୍ଟାର୍ଟଅପ ଇନକୁବେସନ ସେଣ୍ଟର 'ଓ-ହବ୍ ଉଦଘାଟିତ ହୋଇଯାଇଛି।

 

ପ୍ରାୟ ଦେଢ଼ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତି ଏହି ସେଣ୍ଟରରେ ଷ୍ଟାର୍ଟଅପ ମାନଙ୍କ ସହାୟତା ଲାଗି ରହିଛି ଅତ୍ୟାଧୁନିକ ଭିତ୍ତିଭୂମି।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତିବର୍ଷ ୨୦୦ ଷ୍ଟାର୍ଟଅପ ହେବେ ଉପକୃତ। ୨୦୨୫ ସୁଦ୍ଧା ୫ ହଜାର ଷ୍ଟାର୍ଟଅପ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

 

powered by social2s