ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପ୍ରଥମ ତୁଷାରପାତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। 

 

ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି।

 

ତୁଷାରପାତ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।

 

ତିନି ଦିନ ହେଲା ଓଡ଼ିଶାରେ ପ୍ରବଳ ଜାଡ଼ ସହ କାଲୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।

 

ଫୁଲବାଣୀରେ ମଧ୍ୟ ଦିନ ୧୦ ଯାଏଁ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।

ରାତି ୮ ଟା ପରେ ରାସ୍ତାଘାଟ ସୁନ୍ ସାନ୍ ହୋଇଯାଉଛି।

powered by social2s