ଭୁବନେଶ୍ୱର: କାଲିଠୁ ଓଡିଶାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ।
ଭୁବନେଶ୍ୱର ବିମାନବନ୍ଦରରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୁରୁତର ରୋଗୀଙ୍କ ଏୟାରଲୀଫଟିଂ ପାଇଁ ହେବ ବ୍ୟବସ୍ଥା।
ଗୁରୁତର ରୋଗୀଙ୍କ ନିକଟରେ ହେଲିକପ୍ଟର ରେ ପହଞ୍ଚିବେ ଡାକ୍ତରୀ ଦଳ। ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ।
୪ଜିଲ୍ଲା- କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡା ।
powered by social2s

