ଯକ୍ଷ୍ମା ବିଲୋପ ଉଦ୍ୟମ ପାଇଁ ଓଡିଶା ଦେଶରେ ୨ ନମ୍ବର ସ୍ଥାନ ଅଧିକାର କରିଛି l

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର (୨୮ / ୧୧ / ୨ଠ୨ଠ ): ଯକ୍ଷ୍ମା (ଟିବି) ବିଲୋପ ଉଦ୍ୟମରେ ଓଡିଶା ୨ ନମ୍ବର  ରେ ସ୍ଥାନ ପାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ମିଳିଥିବା  ସୂଚନା ଅନୁଯାୟୀ ସୋନପୁର, ଦେଓଗଡ, ଜଗତସିଂହପୁର ଏବଂ ବୌଦ୍ଧ  ଜିଲ୍ଲାମାନେ ଯକ୍ଷ୍ମା ବିଲୋପ ପାଇଁ ସମଗ୍ର ଦେଶର ସମସ୍ତ ଜିଲ୍ଲା ମଧ୍ୟରେ ୧୦ ସ୍ଥାନରେ  ମାନ୍ୟତା ପାଇଛନ୍ତି।

COVID-19 ମହାମାରୀ ସତ୍ତ୍ୱେ ଏହି ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବିଭାଗ ରାଜ୍ୟ ଏବଂ  ଜିଲ୍ଲା  ର ଯକ୍ଷ୍ମା ଦଳକୁ ଅଭିନନ୍ଦନ ଜଣାଇଛି।

powered by social2s