ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସଂକୀର୍ତ୍ତନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର(୩୦/୧୧/୨୦୨୦): ବିଶ୍ୱ କୁ କରୋନ। ମହାମାରୀ ରୁ ମୁକ୍ତି ପାଇବା ପାଇଁ ଓ ବିଶ୍ଵ କଲ୍ୟାଣ ନିମନ୍ତେ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ଓଡ଼ିଶା ର ସଦସ୍ୟ ମାନେ 30.11.20 ରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଅପରାହ୍ନ ୪ ଟା ରେ ଏକ ସମୂହ ପ୍ରାର୍ଥନା ଓ ସଙ୍କୀର୍ତ୍ତନ କରି ଥିଲେ।

ପ୍ରାର୍ଥନା ଓ ସଙ୍କିର୍ତନ ଅତି ଉଚ୍ଚ କୋଟିର ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ପ୍ରଶାନ୍ତ ବେହେରା ଓ ଦାମୋଦର ସେନାପତି ପରିଚାଳନା କରିଥିଲେ, ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଓ ଉପସଭାପତି ଶ୍ରୀ ରବିନାରାୟଣ ମହାପାତ୍ର, ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ସମସ୍ତଙ୍କ ନିମନ୍ତେ କଲ୍ୟାଣ ଆଶୀର୍ବାଦ ନିବେଦନ କରିଥିଲେ, ସମ୍ପାଦକ ନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ଗୌରାଙ୍ଗ ନାୟକ, ବାଳକୃଷ୍ଣ ପଣ୍ଡା, ଅଜୟ ଚୌଧୁରୀ, ଗିରିଜା ଶଙ୍କର ମହାପାତ୍ର, ହେମନ୍ତ ମଳିଆ, ତ୍ରିଲୋଚନ ନାୟକ, ବଂଶୀଧର ବେହେରା, ରାହୁଲ ପଲେଇ, ପ୍ରକାଶ ନାୟକ ଓ  ଚେତନା କେନ୍ଦ୍ର ର ପ୍ରତିନିଧି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଶେଷରେ ସମ୍ପାଦକ ଏହି କାର୍ଯ୍ୟକ୍ରମ ରେ ସମସ୍ତେ ମିଳିମିଶି ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

powered by social2s