ଭୁବନେଶ୍ୱର (04/12/2020): ଓଡିଶା ର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଲାବୋରେଟୋରୀ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ COVID-19 ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲଗୁଡିକ ଠିକ୍ ଭାବରେ ପାଳନ କରାଯିବାକୁ ସୁନିଶ୍ଚିତ କରିବାକୁ ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ନିର୍ଦ୍ଦେଶ ଦେଇଛି।
powered by social2s

