ପୁରୀ (୬/୧୨/୨୦୨୦): ଶନିବାର ବିଳମ୍ବିତ ରାତିରେ ପୁରୀ ସମୁଦ୍ର କୂଳରେ ବାରହା ଆକ୍ରମଣରେ ଦୁଇଜଣ ମହିଳା ସଫେଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ମହିଳାମାନେ ସମୁଦ୍ର କୂଳ ସଫା କଲାବେଲେ ବ୍ରହ୍ମଗିରିର ଏକ ଜଙ୍ଗଲରୁ ଆସି ବାରହା ସେମାନଙ୍କୁ ଆକ୍ରମଣ କରିଥିଲା ।
ସେମାନେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି
powered by social2s

