![]()
ପୁରୀ (06/12/2020): ରବିବାର ଦିନ ପୁରୀରେ ଏକ 5T କଲ୍ ସେଣ୍ଟର ଖୋଲାଯାଇଛି।
ଲୋକମାନେ 7653891930 ନମ୍ବରରେ କଲ୍ କିମ୍ବା WhatsApp ମାଧ୍ୟମରେ ନିଜର ଅଭିଯୋଗ କରିପାରିବେ।
ସକାଳ ୧୦ ଟାରୁ ସନ୍ଧ୍ୟା ୬ ଟା ମଧ୍ୟରେ ଅଭିଯୋଗ ଗ୍ରହଣ କରାଯିବ |
ଏହା ବ୍ୟତୀତ ଏସପି କାର୍ଯ୍ୟାଳୟରେ ଏକ ଅଭିଯୋଗ ସେଲ୍ ମଧ୍ୟ ଉଦ୍ଘାଟନ କରାଯାଇଛି।
powered by social2s

