ଡିସେମ୍ବର ୨୦ ରୁ ୨୫ ମଧ୍ୟରେ ଖୋଲିବ ପୁରୀ ଶ୍ରୀମନ୍ଦିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 
ପୁରୀ: ଡିସେମ୍ବର ୨୦ ରୁ ୨୫ ଭିତରେ ଖିଲିବା ପୁରୀ ଶ୍ରୀମନ୍ଦିର। ଏ  ନେଇ ସୂଚନା ଦେଇଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ର ମୁଖ୍ୟ ପ୍ରଶାସକ କୃଷ କୁମାର।
 
ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାର ଙ୍କୁ ଦୁଇ ଦିନ ଭିତରେ ସୁପାରିଶ ପଠାଯିବ। ମନ୍ଦିର ଖୋଲିବ ର ପ୍ରଥମ ସପ୍ତାହରେ ପ୍ରତ୍ୟହ ୫୦୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ନିମନ୍ତେ ଅନୁମତି ମିଳିବ।ଏହି ପ୍ରଥମ ସପ୍ତାହରେ କେବଳ ପୁରୀ ବାସିନ୍ଦା ହିଁ ଜଗନ୍ନାଥ ଦର୍ଶନର ସୁଯୋଗ ପାଇବେ ବୋଲି କୁମାର କହିଛନ୍ତୁ।
 
ସେ କହିଚନ୍ରି ଯେ ଜାନୁଆରୀ ମାସ ୧ ଓ ୨ ତାରିଖ ରେ ମନ୍ଦିର ବନ୍ଦ ରହିବ।
powered by social2s