ଧାମରା ଠାରୁ ୨ଶହ କିମି ଦୂରରେ ଅତିକ୍ରମ କରିପାରେ ବାତ୍ୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆସନ୍ତା ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସ୍ଥଳଭାଗ ଛୁଇଁବା ସମ୍ଭାବନା। ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ ବାତ୍ୟା, କେଉଁଠି ବି ଛୁଇଁବ ନାହିଁ, ଭଦ୍ରକ ଜିଲ୍ଲାର ଧାମରା ଠାରୁ ୨ଶହ କିଲୋମିଟର ଦୂରରେ ଅତିକ୍ରମ କରିବ ବାତ୍ୟା। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ନେଇ ଆଜି SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

powered by social2s