ଦୀପାବଳି ପାଇଁ ରାଜଧାନୀରେ ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦୀପାବଳି ପାଇଁ ଭୁବନେଶ୍ୱରରେ ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ। ଏନେଇ ଭୁବନେଶ୍ୱରର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଗାଇଡଲାଇନ ଅନୁଯାୟୀ ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାକୁ ଅନୁମତି। ୧୨୫ ଡେସିବେଲ୍‌ରୁ କମ୍ ସାଉଣ୍ଡର ବାଣ ଫୁଟା ଯିବ। ବେଆଇନ ବାଣ କାରବାର ଉପରେ ପୋଲିସ୍ ନଜର ରଖିବ। ସମ୍ବେଦନଶୀଳ ଜାଗାରେ ବାଫୁଟାଇବାଟା ଉପରେ ରହିଛି କଟକଣା ।

powered by social2s