ଭୁବନେଶ୍ୱର: ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଥିବା ଏକ ଜିମ୍ ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ଅଲ ଟାଇମ୍ ଫିଟ୍ମେସ୍ ଜିମ୍ ପ୍ରବେଶ ଦ୍ୱାରରେ ଲାଗିଛି ନିଆଁ। ସଟ୍ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଦ୍ୱାରା ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି।
powered by social2s