କୋରାପୁଟ: ଏକ ବିଦ୍ୟୁତ ଚାର୍ଜିତ ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାରହା ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର। ମୃତ ଯୁବକ ଜଣକ ନନ୍ଦପୁର ଥାନା ମେଡିପୁଟ ଗାଁର।
powered by social2s