ଭୁବନେଶ୍ୱର: ଭାରତରେ ଲାଗିଲା ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ। ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଲା ପରାଗ। ଦେଶର ପୂର୍ବ ଭାଗରେ ପରାଗ ସମ୍ପୂର୍ଣ୍ଣ ଦେଖାଯିବା ସମ୍ଭାବନା ରହିଛି। ପୂର୍ବ ଭାଗରେ ସୂର୍ଯ୍ୟାସ୍ତ ସମୟ ଯୋଗୁଁ ପରାଗ ଦେଖା ନ ଯାଇପାରେ। ଓଡ଼ିଶାରେ ୪ଟା ୫୬ରୁ ୬ଟା ୨୬ ଯାଏଁ ଆଂଶିକ ଦୃଶ୍ୟମାନ ହେବ। ଭୁବନେଶ୍ୱରରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି। ଲାଗିଲା ଆଂଶିକ ସୂର୍ଯ୍ୟ ପରାଗ । ସାରା ଦେଶରେ ପ୍ରାୟ ଦୁଇ ଘଣ୍ଟା ରହିବ ସୂର୍ଯ୍ୟ ପରାଗ।
powered by social2s

