ରାଉରକେଲାରେ ମହିଳା ଙ୍କ ଉପରକୁ ଗୁଳିମାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
ରାଉରକେଲାରେ ମହିଳା ଙ୍କ ଉପରକୁ ଗୁଳିମାଡ଼
 
ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲା ରେ ଜଣେ ମହିଳା ଙ୍କ ଉପରେ ଗୁଳିମାଡ ହୋଇଛି।
 
ଆଜି ବେଦବ୍ୟାସ ଗୁରୁଦ୍ୱାର ରୋଡ଼ ରେ ଥିବା ନିଜ ସୁନା ଅଳଙ୍କାର ଦୋକାନରୁ ନିଜ ପୁଅ ପ୍ରକାଶ ପ୍ରସାଦ ସହ ନିର୍ମଳା ଦେବୀ ନାମ୍ନୀ ଜୈନକା ମହିଳା ଘରକୁ ଫେରୁଥିବା ବେଳେ ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ପୂର୍ବରୁ ପ୍ରସ୍ତୁତ ତିନିଜଣ ଦୃବୃତ୍ତ ମା ଓ ପୁଅଙ୍କ ଉପରକୁ ଗୁଳି ମାଡ଼ କରିଥିଲେ।
 
ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ମହିଳା ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରିବା ସହ ଘଟଣାସ୍ଥଳରୁ ଚାରୋଟି ଗୁଳି ର ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି।
 
 
 
 
powered by social2s