ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ କୁ ରାଜ୍ୟ କ୍ୟାବିନେଟ ମୋହର ମିଳିଛି।
ସରକାର ଙ୍କ ଅଧୀନକୁ ଆସିଲା ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ବ।
ଏଣିକି ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର।
ସ୍ୱତନ୍ତ୍ର ଆଇନ ବଳରେ ହେବ ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି।
କ୍ୟାବିନେଟ ନିଷ୍ପତି ଅନୁସାରେ ପୁରୀ ରେ ହେବ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ।
powered by social2s

