ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ଆଜିଠୁ ଖୋଲିଲା ମୟୁରଭଞ୍ଜ ଜିଲ୍ଲାର ଥିବା ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟା ରାତି ୯ଟା ପର୍ଯ୍ୟନ୍ତ ହାତୀ, ବ୍ୟାଘ୍ର ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ। ଅଭୟାରଣ୍ୟର ଦୁଇଟି ବାଟ ଦେଇ ଯାଇପାରିବେ ପର୍ଯ୍ୟଟକ। ରାତ୍ରି ରହଣୀ ପାଇଁ ଅନଲାଇନ ବୁକିଙ୍ଗ ସୁବିଧା ରହିଛି। ମୌସୁମୀ ପାଇଁ ବନ୍ଦ ଥିଲା ଶିମିଳିପାଳ।

powered by social2s