ପୁରୀ ଶ୍ରୀମନ୍ଦିରରେ ହେଲା ମହାସ୍ନାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିରରେ ହେଲା ମହାସ୍ନାନ ନୀତି। ଆଜି ସକାଳ ୬:୩୦ ରେ ହେଲା ବଡ଼ ସ୍ନାନ। ଭିତରକାଠ ରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଧୁଆଧୋଇ କରାଯାଇ ଚୁନ ପଡ଼ିବା ସହ କରାଯାଇଛି ମହାସ୍ନାନ। କାର୍ତ୍ତିକ ମାସରେ ଭିଡ଼ ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା।

powered by social2s