ନଭେମ୍ବର ୨୪ ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ। ଅଧିବେଶନରେ ରହିବ ୩୩ଟି କାର୍ଯ୍ୟ ଦିବସ। ନଭେମ୍ବର ୩୦ ରେ ଆଗତ ହେବ ଅତିରିକ୍ତ ବଜେଟ୍।

powered by social2s