ଓଡ଼ିଶା ରାଜ୍ୟପାଳଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ ଚୋରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳଙ୍କ ବାସଭବନ ପରିସରରୁ ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଛି। ଚୋରି ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଖୁବ ଶୀଘ୍ର ଅଭିଯୁକ୍ତକୁ କାବୁ କରାଯିବ ବୋଲି କହିଛି ପୋଲିସ।

powered by social2s